Matthew 19:20 — Compare Translations
7 translations compared side by side
Odia - 1840
"ୟୁବକଟି କହିଲା, ମୁଁ ଏ ସବୁକଥା ମାନିଛି। ଏବେ ମାେ ପାଖ ରେ ଆଉ କ'ଣ ଅଭାବ ରହିଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଯୁବକ ତାହାଙ୍କୁ କହିଲେ, ଏହିସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଊଣା ଅଛି?
Odia BSI (ପବିତ୍ର ବାଇବଲ (CL) NT (BSI))
ଯୁବକ ଉତ୍ତର ଦେଲା, “ଏସବୁ ଆଜ୍ଞା ମୁଁ ପାଳନ କରିଛି। ମୋର ଆଉ କ’ଣ କରିବା ଦରକାର?”
Odia Bible ERV 2004 (ପବିତ୍ର ବାଇବଲ)
ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି?
Odia IRV 2017 (ଓଡିଆ ବାଇବେଲ)
ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କ'ଣ ଉଣା ଅଛି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ದಾಂಡ್ಗ್ಯಾ ಮಾನ್ಸಾನ್,“ಹಿ ಸಗ್ಳಿ ಹುಕುಮಾ ಮಿಯಾ ಪಾಳುನ್ಗೆತುಚ್ ಯೆಲಾ, ಅನಿ ಜಾಸ್ತಿಚೆ ಮಿಯಾ ಕಾಯ್ ಕರುಕ್ ಪಾಜೆ?” ಮನುನ್ ಇಚಾರ್ಲ್ಯಾನ್.