Matthew 2:12 — Compare Translations
7 translations compared side by side
Odia - 1840
"କିନ୍ତୁ ପରମେଶ୍ବର ସମାନଙ୍କେୁ େ ହରୋଦଙ୍କ ପାଖକୁ ଫରେି ନ ୟିବାକୁ ସ୍ବପ୍ନ ରେ ସାବଧାନ କରାଇ ଦେଲେ। ତେଣୁ ସମାନେେ ଅନ୍ୟ ଏକ ପଥ ଦଇେ ନିଜ ଦେଶକୁ ଫରେିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ଵପ୍ନରେ ପ୍ରତ୍ୟାଦେଶ ପାଇ ସେମାନେ ଅନ୍ୟ ପଥ ଦେଇ ସ୍ଵଦେଶକୁ ପ୍ରସ୍ଥାନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ପରେ ସେମାନେ ଅନ୍ୟ ଏକ ପଥ ଦେଇ ସ୍ୱଦେଶକୁ ଫେରିଗଲେ। କାରଣ ହେରୋଦଙ୍କ ନିକଟକୁ ଫେରି ନ ଯିବା ପାଇଁ ଈଶ୍ୱର ସେମାନଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆರೊದ್ ರಾಜಾಕ್ಡೆ ಪರ್ತುನ್ ಜವ್ನಕಾಸಿ ಮನುನ್ ದೆವಾನ್ ತೆಂಕಾ ಸಪ್ನಾತ್ ಯೆವ್ನ್ ತಾಕಿತ್ ದಿಲ್ಲ್ಯಾನ್, ತಸೆ ಮನುನ್ ತೆನಿ ದುಸ್ರಿಚ್ ವಾಟ್ ಧರುನ್ ತೆಂಚ್ಯಾ ದೆಸಾಕ್ನಿ ಪರ್ತುನ್ ಗೆಲ್ಯಾನಿ.