Matthew 2:17 — Compare Translations
7 translations compared side by side
Odia - 1840
"ଏହିଭଳି ଭାବରେ ଭବିଷ୍ଯଦ୍ବକ୍ତା ୟିରିମୟଙ୍କ ମାଧ୍ଯମ ରେ କୁହାୟାଇଥିବା ପ୍ରଭୁଙ୍କ ବାକ୍ଯ ସଫଳ ହାଲା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ଏଥିଦ୍ୱାରା ଭାବବାଦୀ ଯିରିମିୟଙ୍କ ଗୋଟିଏ ଭବିଷ୍ୟବାଣୀ ସଫଳ ହେଲା। ସେ ଲେଖିଥିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଏହିଭଳି ଭାବରେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଯିରିମୀୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಜೆರೆಮಿಯಾ ಪ್ರವಾದ್ಯಾನ್,