Matthew 2:18 — Compare Translations

7 translations compared side by side

Odia - 1840
"ରାମା ରେ ଏକ ଦୁଃଖଭରା ସ୍ବର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ବର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା। କହେି ହେଲେ ତାକୁ ସାନ୍ତ୍ବନା ଦଇେ ପାରିବନେି। କାରଣ ତା'ର ପିଲାମାନେ ମରିଯାଇଥିଲେ। ୟିରିମିୟ 31:15"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରାମାରେ ସ୍ଵର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ, ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ଵନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ରାମାରେ ଚିକ୍ରାର ଶୁଭୁଛି ତାହା ବିକଳ କାନ୍ଦଣାର ସ୍ୱର ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଛି; ତାକୁ କୌଣସି ଭାଷାରେ ସାନ୍ତ୍ୱନା ଦେଇ ହେଉ ନାହିଁ, କାରଣ ସେମାନେ ସମସ୍ତେ ମୃତ।
Odia Bible ERV 2004 (ପବିତ୍ର ବାଇବଲ)
“ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା। ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା। କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି। କାରଣ ତା’ର ପିଲାମାନେ ମରିଯାଇଥିଲେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ।”
Odia IRV 2017 (ଓଡିଆ ବାଇବେଲ)
"ରାମାରେ ସ୍ୱର ଶୁଣାଗଲା, ରୋଦନ ଓ ଅତିଶୟ ବିଳାପ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ; ଆଉ ସେମାନେ ନାହାଁନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁ ନ ଥିଲେ ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾಮಾ ಮನ್ತಲ್ಯಾ ಶಾರಾತ್, ಎಕ್ ಬೊಬ್ ಆಯ್ಕೊ ಯೆಲಿ, ಎಗ್ದಮ್ ತರಾಸಾಚೊ ವಿಪ್ಳಾಪ್ ಅನಿ ರಡ್ನ್ಯಾಚೊ ಅವಾಜ್ ತೊ, ರಾಖ್ಹೆಲ್ ಅಪ್ನಾಚ್ಯಾ ಪೊರಾಂಚ್ಯಾಸಾಟ್ನಿ ರಡುಲಾಗಲ್ಲಿ ತಿಚಿ ಪೊರಾ ಮರಲ್ಲಿ, ತಿಕಾ ಕವ್ಡೆ ಸಮಾದಾನ್ ಸಾಂಗ್ಲ್ಯಾರ್‍ಬಿ ತಿ ಆಯ್ಕುಕ್ ತಯಾರ್ ನತ್ತಿ. ಮನುನ್. ಸಾಂಗಲ್ಲೆ ಖರೆ ಹೊಲೆ.