Matthew 20:10 — Compare Translations
7 translations compared side by side
Odia - 1840
"ଯେତବେେଳେ ଆଗ ଆସିଥିବା ଶ୍ରମାକମାନେ ଆସିଲେ, ସମାନେେ ଭାବିଥିଲେ ଯେ ସମାନଙ୍କେୁ କିଛି ଅଧିକ ମିଳିବ। କିନ୍ତୁ ସମାନେେ ମଧ୍ଯ ପ୍ରେତ୍ୟକକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଆଠ ଅଣା ଲେଖାଏଁ ପାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୁତରାଂ ଯେଉଁମାନେ ପ୍ରଥମେ କାମ ଆରମ୍ଭ କରିଥିଲେ, ସେମାନେ ଭାବିଲେ, ସେମାନଙ୍କୁ ଅଧିକ ମଜୁରୀ ମିଳିବ। କିନ୍ତୁ ସେମାନେ ମଧ୍ୟ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ପାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଆଗ ଆସିଥିବା ଶ୍ରମିକମାନେ ଆସିଲେ, ସେମାନେ ଭାବିଥିଲେ ଯେ ସେମାନଙ୍କୁ କିଛି ଅଧିକ ମିଳିବ। କିନ୍ତୁ ସେମାନେ ମଧ୍ୟ ପ୍ରତ୍ୟେକ ଗୋଟିଏ କରି ରୌପ୍ୟମୁଦ୍ରା ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಸಕ್ಕಾಳಿ ಫಿಡೆ ಯೆಲ್ಲ್ಯಾಂಚಿ ಪಾಳಿ ಯೆಲಿ. ತೆನಿ ತೆಂಕಾ ಜಾಸ್ತಿಚಿ ಮಜುರಿ ಗಾವ್ತಾ ಮನುನ್ ಯವಜಲ್ಲ್ಯಾನಿ. ಖರೆ ತೆಂಕಾಬಿ ಎಕುಚ್ ಚಾಂದಿಚೊ ಪೈಸೊ ಗಾವ್ಲೊ.