Matthew 20:5 — Compare Translations
7 translations compared side by side
Odia - 1840
"ତେଣୁ ସମାନେେ ମଧ୍ଯ ଦ୍ରାକ୍ଷା ବଗିଚ଼ାକୁ କାମ କରିବାକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନଶ୍ଚ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯାଇ କାମରେ ଲାଗିଲେ। ଦିନ ବାରଟା ଓ ତିନିଟାବେଳେ ଠିକ୍ ସେହିପରି ଆଉ କେତେ ମୂଲିଆଙ୍କୁ ଆଣି କାମରେ ଲଗାଇଲା।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ସେମାନେ ମଧ୍ୟ ଦ୍ରାକ୍ଷାବଗିଗ୍ଭକୁ କାମ କରିବାକୁ ଗଲେ। “ପୁଣି ପ୍ରାୟ ବାରଟା ବେଳେ ଓ ଆଉଥରେ ପ୍ରାୟ ତିନିଟା ବେଳେ ସେ ଘରୁ ଯାଇ ପୂର୍ବଭଳି ଆଉ କେତେକ ଶ୍ରମିକଙ୍କୁ ଆଣିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ಗೆಲೆ. ಮಾನಾ ದೊಪಾರ್ಚೆ ಬಾರಾ ಘಂಟ್ಯಾಕ್ ಅನಿ ತಿನ್ ಘಂಟ್ಯಾಕ್ ತೆನಿ ಭಾಯ್ರ್ ಜಾವ್ನ್ ಅಪ್ನಾಚ್ಯಾ ಶೆತಾತ್ ಕಾಮ್ ಕರುಕ್ ಲೊಕಾಕ್ನಿ ಧಾಡುನ್ ದಿಲ್ಯಾನ್.