Matthew 21:13 — Compare Translations

7 translations compared side by side

Odia - 1840
"ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ଵର କରୁଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ସେ କହିଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମୋର ମନ୍ଦିର ପ୍ରାର୍ଥନା ଗୃହ ବୋଲି ଆଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କ ଆଡ଼୍ଡ଼ାସ୍ଥଳୀରେ ପରିଣତ କରିଛ’।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେମାନଙ୍କୁ କହିଲେ, “ଶାସ୍ତ୍ରରେ ଏ କଥା ଲେଖାଅଛି, ‘ମୋ’ ଘର ପ୍ରାର୍ଥନା ଘର ବୋଲି କୁହାଯିବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଡକାୟତଙ୍କ ଆ‌ଡ୍ଡ଼ା ସ୍ଥଳି କରି ଦେଇଛ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯୀଶୁ ସେମାନଙ୍କୁ କହିଲେ, “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ବାସସ୍ଥାନ କରୁଅଛ।’”
Odia IRV 2017 (ଓଡିଆ ବାଇବେଲ)
ଆଉ ଯୀଶୁ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାୟତମାନଙ୍କ ବାସସ୍ଥାନ କରୁଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆಂಕಾ,“ಪವಿತ್ರ್ ಪುಸ್ತಕಾತ್ ದೆವ್‍ ಮನ್ತಾ, ಮಾಜಿ ಗುಡಿ ಮಾಗ್ನಿ ಕರ್‍ತಲೆ ಘರ್ ಮನ್ತ್ಯಾತ್. ಮನುನ್ ಲಿವಲ್ಲೆ ಹಾಯ್. ಖರೆ ತುಮಿ ತೆ ಚೊರಾನಿ ನಿಪುನ್ ರ್‍ಹಾತಲೊ ಜಾಗೊ ಕರುನ್ ಟಾಕ್ಲ್ಯಾಶಿ!” ಮನುನ್ ಸಾಂಗ್ಲ್ಯಾನ್.