Matthew 21:40 — Compare Translations

7 translations compared side by side

Odia - 1840
"ଅତଏବ, ଯେତବେେଳେ ନିଜେ ଜମିମାଲିକ ଆସିବେ, ସେତବେେଳେ ଏହି କୃଷକମାନଙ୍କୁ କ'ଣ କରିବେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?
Odia BSI (ପବିତ୍ର ବାଇବଲ (CL) NT (BSI))
“କୁହ ତ, କ୍ଷେତର ମାଲିକ ଯେତେବେଳେ ଆସିବେ, ସେ ରଇତମାନଙ୍କୁ କ’ଣ କରିବେ?”
Odia Bible ERV 2004 (ପବିତ୍ର ବାଇବଲ)
“ଅତଏବ, ଯେତେବେଳେ ନିଜେ ଜମିମାଲିକ ଆସିବେ, ସେତେବେଳେ ଏହି କୃଷକମାନଙ୍କୁ କ’ଣ କରିବେ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?”
Odia IRV 2017 (ଓଡିଆ ବାଇବେଲ)
ଅତଏବ ଯତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କ'ଣ କରିବେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್, “ಅತ್ತಾ ತ್ಯಾ ಶೆತಾಚೊ ಮಾಲಿಕ್ ಯೆವ್ನ್ ತ್ಯಾ ಗುತ್ಕೆ ಧರಲ್ಲ್ಯಾಚೆ ಕಾಯ್ ಕರ್‍ತಾ ಮನುನ್ ತುಮಿ ಮನ್ತ್ಯಾಶಿ?” ಮನುನ್ ಇಚಾರ್‍ಲ್ಯಾನ್.