Matthew 21:45 — Compare Translations

7 translations compared side by side

Odia - 1840
"ପ୍ରଧାନ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସମାନେେ ଜାଣି ପା ରେଲେ ଯେ, ଯୀଶୁ ଏକଥା ସହେିମାନଙ୍କ ବିଷୟ ରେ କହୁଛନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହିସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଖ୍ୟ ପୁରୋହିତ ଓ ଫାରୁଶୀମାନେ ଏହି ଦୃଷ୍ଟାନ୍ତ କଥା ଶୁଣି ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରୁଛନ୍ତି ବୋଲି ବୁଝି ପାରିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରଧାନଯାଜକ ଓ ଫାରୂଶୀମାନେ ଯୀଶୁଙ୍କ କାହାଣୀଗୁଡ଼ିକ ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଯୀଶୁ ଏ କଥା ସେହିମାନଙ୍କ ବିଷୟରେ କହୁଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ।
Odia IRV 2017 (ଓଡିଆ ବାଇବେଲ)
ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮುಖ್ಯ ಯಾಜಕಾನಿ ಅನಿ ಫಾರಿಜೆವಾನಿ ಜೆಜುನ್ ಸಾಂಗಲ್ಲಿ ಹಿ ಕಾನಿ ಆಯಿಕ್ಲ್ಯಾನಿ. ಅನಿ ತೊ ಅಪ್ನಾಕುಚ್ ಸಾಂಗುಕ್ ಲಾಗ್ಲಾ ಮನುನ್ ತೆಂಕಾ ಕಳ್ಳೆ.