Matthew 22:19 — Compare Translations

7 translations compared side by side

Odia - 1840
"କର ଦବୋ ପାଇଁ ବ୍ଯବହୃତ ହେଉଥିବା ଗୋଟେ ମୁଦ୍ର ମାେତେ ଦଖାେଅ। ସମାନେେ ଯୀଶୁଙ୍କୁ ଗୋଟିଏ ରେ ୗପ୍ୟମୁଦ୍ରା ଦଖାଇେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି କରର ମୁଦ୍ରା ମୋତେ ଦେଖାଅ । ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ମୁଦ୍ରାରେ କର ଦେଉଛ, ସେଥିରୁ ଗୋଟିଏ ଆଣି ମୋତେ ଦେଖାଅ। ସେମାନେ ଗୋଟିଏ ମୁଦ୍ରା ଆଣି ତାଙ୍କୁ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା ଦେଖାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ସେହି କରର ମୁଦ୍ରା ମୋତେ ଦେଖାଅ।” ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ମୁଦ୍ରା ଆଣିଲେ।
Odia IRV 2017 (ଓଡିଆ ବାଇବେଲ)
ସେହି କରର ମୁଦ୍ରା ମୋତେ ଦେଖାଅ। ତହିଁରେ ସେମାନେ ତାହାଙ୍କ ପାଖକୁ ଗୋଟିଏ ଅଧୁଲି ଆଣିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆರ್‍ಗಿ ಭರ್‍ತಲಿ ಎಕ್ ಪೈಸ್ಯಾಚಿ ಗಾಲಿ ಮಾಕಾ ದಾಕ್ವಾ ಬಗುವಾ!” ಮಟ್ಲ್ಯಾನ್. ತೆನಿ ಎಕ್ ಪೈಸ್ಯಾಚಿ ಗಾಲಿ ತೆಕಾ ಹಾನುನ್ ದಿಲ್ಯಾನಿ.