Matthew 22:31 — Compare Translations

7 translations compared side by side

Odia - 1840
"ମୃତର ପୁନରୁତ୍ଥାନ ବିଷୟ ରେ ପରମେଶ୍ବର ତୁମ୍ଭକୁ କଣ କହିଛନ୍ତି, ତାହା କ'ଣ ତୁମ୍ଭେ ପଢ଼ିନାହଁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ଵର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ମୃତ ବ୍ୟକ୍ତିମାନେ ପୁନରୁତ୍ôଥତ ହେବା ବିଷୟରେ ଈଶ୍ୱର ଯାହା କହିଛନ୍ତି, ତୁମେ କ’ଣ ଶାସ୍ତ୍ରରେ କେବେ ପଢ଼ି ନାହଁ?
Odia Bible ERV 2004 (ପବିତ୍ର ବାଇବଲ)
ମୃତର ପୁନରୁ‌ତ୍‌ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ବର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?
Odia IRV 2017 (ଓଡିଆ ବାଇବେଲ)
ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମ୍ଭମାନଙ୍କୁ ଯାହା କହିଅଛନ୍ତି, ତାହା କି ତୁମ୍ଭେମାନେ ପାଠ କରି ନାହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮರಲ್ಲೆ ಝಿತ್ತೆ ಹೊತಲ್ಯಾ ವಿಶಯಾತ್ ದೆವಾನ್ ಕಾಯ್ ಮಟ್ಲ್ಯಾನಾಯ್ ಮನುನ್ ತುಮಿ ವಾಚ್ವುಕ್‍ನ್ಯಾತ್ ಕಾಯ್? ದೆವ್ ಮನ್ತಾ,