Matthew 22:34 — Compare Translations
7 translations compared side by side
Odia - 1840
"ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତର ରେ ସାଦ୍ଦୁକୀମାନେ ଚୁପ୍ ହାଇଗେଲେ। ତା'ପରେ ସମାନେେ ସମସ୍ତେ ଏକାଠି ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯେତେବେଳେ ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ସାଦ୍ଦୁକୀମାନଙ୍କୁ ନିରୁତ୍ତର କରି ଦେଇଛନ୍ତି, ସେମାନେ ଏକାଠି ହୋଇ ଯୀଶୁଙ୍କ ପାଖକୁ ଆସିଲେ
Odia Bible ERV 2004 (ପବିତ୍ର ବାଇବଲ)
କେଉଁ ଆଜ୍ଞା ସବୁଠାରୁ ବଡ଼ ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ଚୁପ୍ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,
Odia IRV 2017 (ଓଡିଆ ବାଇବେଲ)
ସେ ସାଦ୍ଦୂକୀମାନଙ୍କୁ ନିରୁତ୍ତର କରିଅଛନ୍ତି, ଏହା ଶୁଣି ଫାରୂଶୀମାନେ ଏକତ୍ର ହେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಸಾದುಸೆವಾನಿ ತೊಂಡಾ ಧಾಪಿ ಸರ್ಕೆ ಕರಲ್ಲೆ ಬಗುನ್ ಫಾರಿಜೆವಾ ಎಕಾಕ್ಡೆ ಗೊಳಾ ಹೊಲಿ.