Matthew 22:36 — Compare Translations
7 translations compared side by side
Odia - 1840
"ସେ କହିଲା, ହେ ଗୁରୁ, ମାଶାଙ୍କେ ବ୍ଯବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଗୁରୁ, ବ୍ୟବସ୍ଥା ମଧ୍ୟରେ କିପ୍ରକାର ଆଜ୍ଞା ଶ୍ରେଷ୍ଠ?
Odia BSI (ପବିତ୍ର ବାଇବଲ (CL) NT (BSI))
“ଗୁରୁ, ଆମ ଧର୍ମଶାସ୍ତ୍ର ବ୍ୟବସ୍ଥାରେ କେଉଁ ଆଜ୍ଞାଟି ସବୁଠାରୁ ଶ୍ରେଷ୍ଠ?”
Odia Bible ERV 2004 (ପବିତ୍ର ବାଇବଲ)
ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?
Odia IRV 2017 (ଓଡିଆ ବାଇବେଲ)
ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಜೆಜುಕ್,“ಗುರುಜಿ, ಖಾಯ್ದ್ಯಾತ್ನಿ ಸಗ್ಳ್ಯಾಂಚ್ಯಾನ್ ಮೊಟೊ ಉಪಾದೆಸ್ ಖಲೊ?” ಮನುನ್ ಇಚಾರ್ಲ್ಯಾನ್.