Matthew 22:5 — Compare Translations
7 translations compared side by side
Odia - 1840
"ଚ଼ାକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ। କିନ୍ତୁ ଲୋକମାନେ ଚ଼ାକରମାନଙ୍କ କଥାକୁ ଧ୍ଯାନ ଦେଲନେି। ସମାନେେ ବିଭିନ୍ନ କାମ ରେ ଚ଼ାଲିଗଲେ। ଜଣେ ତା' ଜମି ରେ କାମ କରିବାକୁ ଚ଼ାଲିଗଲା। ଆଉ ଜଣେ ତା ବ୍ଯବସାୟ କାମ ରେ ଚ଼ାଲିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେମାନେ ତାହା ଲଘୁଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟବ୍ୟବସାୟକୁ ଚାଲିଗଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ନିମନ୍ତ୍ରିତ ବ୍ୟକ୍ତିମାନେ ଏ କଥାକୁ ଭ୍ରୂକ୍ଷେପ ନ କରି ନିଜ ନିଜ କାର୍ଯ୍ୟ କରିବାରେ ଲାଗିଲେ - ଜଣେ ତା’ର କ୍ଷେତକୁ ଗଲା, ଆଉ ଜଣେ ଦୋକାନକୁ ଗଲା ଓ
Odia Bible ERV 2004 (ପବିତ୍ର ବାଇବଲ)
“ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಬಲ್ವಲ್ಲ್ಯಾ ಸೈರ್ಯಾನಿ ಬಲ್ವಲ್ಲ್ಯಾಕ್ ಧ್ಯಾನುಚ್ ದಿವ್ಕನ್ಯಾತ್, ತೆನಿ ತೆಂಚ್ಯಾ-ತೆಂಚ್ಯಾ ಧಂದ್ಯಾಕ್ನಿ ತೆನಿ ಗೆಲ್ಯಾನಿ; ಎಕ್ಲೊ ಅಪ್ನಾಚ್ಯಾ ಶೆತಾಕ್ಡೆ ಗೆಲೊ, ಅನಿ ಎಕ್ಲೊ ಅಪ್ನಾಚ್ಯಾ ದುಕಾನಾಕ್ ಗೆಲೊ.