Matthew 22:9 — Compare Translations
7 translations compared side by side
Odia - 1840
"ତେଣୁ ତୁମ୍ଭମାନେେ ନଗର ରାସ୍ତାକୁ ଯାଅ। ଯାହାକୁ ତେଖିବ ତାକୁ ବିବାହ ଭୋଜିକୁ ଡ଼ାକିଆଣ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭେମାନେ ରାଜଦାଣ୍ତଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
“‘ଏବେ ପ୍ରଧାନ ପ୍ରଧାନ ସାହିମାନଙ୍କୁ ଯାଇ ଯେତେ ଲୋକଙ୍କୁ ପାଇବ, ସମସ୍ତଙ୍କୁ ଆମ ଭୋଜିକୁ ନିମନ୍ତ୍ରଣ କରି ଆଣ।’
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର।
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭେମାନେ ରାଜଦାଣ୍ଡଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ-ଉତ୍ସବକୁ ନିମନ୍ତ୍ରଣ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ತುಮಿ ಮೊಟ್ಯಾ-ಮೊಟ್ಯಾ ವನಿಯಾತ್ನಿ ಜಾವಾ ಅನಿ ಕವ್ಡಿ ಗಾವ್ತಾತ್ ತವ್ಡ್ಯಾ ಲೊಕಾಕ್ನಿ ಗರ್ದಿಚ್ಯಾ ಜೆವ್ನಾಕ್ ಬಲ್ವುನ್ ಹಾನಾ.” ಮನುನ್ ಧಾಡುನ್ ದಿಲ್ಯಾನ್.