Matthew 23:21 — Compare Translations

7 translations compared side by side

Odia - 1840
"ଯେଉଁ ଲୋକ ମନ୍ଦିର ନାମ ରେ ଶପଥ କରେ, ସେ ମନ୍ଦିର ଭିତ ରେ ଜଣେ ୟିଏ ଅଛନ୍ତି, ତାହାଙ୍କ ନ୍ମ ରେ ଶପଥ ନଇେଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
Odia BSI (ପବିତ୍ର ବାଇବଲ (CL) NT (BSI))
କେହି ମନ୍ଦିର ନାମରେ ଶପଥ କଲେ ସେ ମନ୍ଦିର ଓ ତହିଁରେ ଅଧିଷ୍ଠାନ କରୁଥିବା ଈଶ୍ୱରଙ୍କ ନାମରେ ଶପଥ କରେ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
Odia IRV 2017 (ଓଡିଆ ବାଇବେଲ)
ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜೆ ಕೊನ್ ದೆವಾಚ್ಯಾ ಗುಡಿಚ್ಯಾ ನಾವಾನ್ ಆನ್ ಘಾಲ್ತಾ, ತೊ ತ್ಯಾ ಗುಡಿತ್ ವಸ್ತಿ ಕರ್‍ತಲ್ಯಾ ದೆವಾಚ್ಯಾ ನಾವಾನ್‍ಬಿ ಆನ್ ಘಾಲ್ತಾ;