Matthew 23:26 — Compare Translations
7 translations compared side by side
Odia - 1840
"ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବ ରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ଯ ସଫା ହାଇେ ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଅନ୍ଧ ଫାରୁଶୀଗଣ! ପାତ୍ରର ଭିତରଟାକୁ ଆଗ ପରିଷ୍କାର କର, ତାହାହେଲେ ବାହାରଟା ମଧ୍ୟ ପରିଷ୍କାର ହୋଇଯିବ।
Odia Bible ERV 2004 (ପବିତ୍ର ବାଇବଲ)
ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ।
Odia IRV 2017 (ଓଡିଆ ବାଇବେଲ)
ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಫಾರಿಜೆವಾನು ಕುಡ್ಡ್ಯಾನು! ವಾಟ್ಕಿತ್ ಭುತ್ತುರ್ ಹೊತ್ತೆ ಅದ್ದಿ ಧುವ್ನ್ ಪವಿತ್ರ್ ಕರಾ ತನ್ನಾ ಭಾಯ್ಲೆಬಿ ಪವಿತ್ರ್ ಹೊತಾ!