Matthew 23:29 — Compare Translations

7 translations compared side by side

Odia - 1840
" ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହାୟ, ଦଣ୍ତର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀ-ମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସୁଶୋଭିତ କରି କହୁଥାଅ,
Odia BSI (ପବିତ୍ର ବାଇବଲ (CL) NT (BSI))
“ଆହେ ଧର୍ମଗୁରୁ ଓ ଫାରୁଶୀଗଣ! ଆରେ ଛଳଧାର୍ମିକ ବୃନ୍ଦ! ତୁମ ପାଇଁ ଏହା କେଡ଼େ ଭୟଙ୍କର। ଭାବବାଦୀମାନଙ୍କ ପାଇଁ ତୁମେ ସୁନ୍ଦର ସମାଧି ନିର୍ମାଣ କରୁଛ ଓ ଧାର୍ମିକମାନଙ୍କର ସ୍ମୃତି ସ୍ତମ୍ଭ ସବୁ ଅଳଙ୍କୃତ କରୁଛ।
Odia Bible ERV 2004 (ପବିତ୍ର ବାଇବଲ)
“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ,
Odia IRV 2017 (ଓଡିଆ ବାଇବେଲ)
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಫಾರಿಜೆವಾನು ಅನಿ ಶಾಸ್ತರಾ ಶಿಕ್ವುತಲ್ಯಾನು ಮಿಯಾ ತುಮ್ಚಿ ಗತ್ ಕಾಯ್ ಸಾಂಗು! ಕುಸ್ಡೆ ತುಮಿ! ತುಮಿ ಪ್ರವಾದ್ಯಾಕ್ನಿ ಬರ್‍ಯಾ-ಬರ್‍ಯಾ ಸಮಾದಿಯಾ ಭಾಂದ್ತ್ಯಾಶಿ, ಅನಿ ಬರ್‍ಯಾ ಮಾನ್ಸಾಂಚ್ಯಾ ಯಾದಿಸಾಟ್ನಿ ಹೊತ್ತ್ಯಾ ಗೊರಿಯಾಕ್ನಿ ಸಿನ್‌ಗಾರ್ ಕರ್‍ತ್ಯಾಶಿ;