Matthew 23:5 — Compare Translations

7 translations compared side by side

Odia - 1840
" କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଲୋକଙ୍କୁ ଦେଖାଇବା ପାଇଁ ସବୁ କାମ କରିଥାନ୍ତି। ଦେଖ, ସେମାନେ ଶାସ୍ତ୍ର ବିନ ଲେଖା ହୋଇଥିବା କେଡ଼େ କେଡ଼େ କବଚ କପାଳ ଓ ବାହୁରେ ବାନ୍ଧିଛନ୍ତି। ପୁଣି ଦେଖ, ସେମାନଙ୍କ ପୋଷାକର ଝାଲର ସବୁ କେଡ଼େ ଲମ୍ବା।
Odia Bible ERV 2004 (ପବିତ୍ର ବାଇବଲ)
“କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
Odia IRV 2017 (ଓଡିଆ ବାଇବେଲ)
ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾಕ್ನಿ ದಾಕ್ವುಸಾಟ್ನಿ ಮನುನ್ ತೆನಿ ಸಗ್ಳೆ ಕರುನ್ ದಾಕ್ವುತ್ಯಾತ್. ತೆಂಚ್ಯಾ ಕಪಾಳಾ ವೈನಿ ಅನಿ ರಟ್ಟ್ಯಾಕ್ನಿ ಭಾಂದಲ್ಲ್ಯಾ ಪವಿತ್ರ್ ಪುಸ್ತಕಾತ್ಲ್ಯಾ ಗೊಸ್ಟಿಯಾ ಲಿವಲ್ಲ್ಯಾ ಪಟ್‍ಯಾ ಬಗಾ, ತ್ಯಾ ಕವ್ಡ್ಯಾ ಮೊಟ್ಯಾ-ಮೊಟ್ಯಾ ಹಾತ್ ಮನುನ್ ಉಲ್ಲೆ ತರಕ್ ದಿವ್ನ್ ಬಗಾ! ತೆಂಚ್ಯಾ ಝಗ್ಯಾಕ್ನಿ ಹೊತ್ತೆ ಘೊಂಡೆ ಬಗಾ ಕವ್ಡೆ ಲಾಂಬ್-ಲಾಂಬ್ ಹಾತ್!