Matthew 24:10 — Compare Translations
7 translations compared side by side
Odia - 1840
"ସେତବେେଳେ ଅନକେ ବିଶ୍ବସୀ ଲୋକ ବିଶ୍ବାସ ହ ରଇେ ବସିବେ। ସମାନେେ ପରସ୍ପରର ବିରୋଧୀ ହବେ ଓ ପରସ୍ପରକୁ ଘୃଣା କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେେଳେ ଅନେକେ ସେମାନଙ୍କର ବିଶ୍ୱାସ ହରାଇବେ, ପରସ୍ପରକୁ ଘୃଣା କରି ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଅନେକେ ବିଘ୍ନ ପାଇବେ,ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೈ ಜಾನಾ ವಿಶ್ವಾಸ್ ಸೊಡುನ್ ಸೊಡ್ತ್ಯಾತ್; ತೆನಿ ಎಕಾಮೆಕಾಕ್ ಘಾತ್ ಕರ್ತಾತ್ ಅನಿ ಎಕಾಮೆಕಾಂಚ್ಯಾ ವರ್ತಿ ದುಸ್ಮನ್ಕಿನ್ ರ್ಹಾತ್ಯಾತ್.