Matthew 24:12 — Compare Translations
7 translations compared side by side
Odia - 1840
"ସଂସାର ରେ ମନ୍ଦ ବଢ଼ି ବଢ଼ି ଚ଼ାଲିବ। ଅଧିକାଂଶ ବିଶ୍ବାସୀ ଲୋକଙ୍କର ପରମେଶ୍ବରଙ୍କ ପ୍ ରମେ ଲୋକ ପାଇୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହିପରି ଭାବରେ ଅଧର୍ମ ବଢ଼ି ଚାଲିବ ଏବଂ ଲୋକଙ୍କର ପ୍ରେମ ଶିଥିଳ ହୋଇ ପଡ଼ିବ।
Odia Bible ERV 2004 (ପବିତ୍ର ବାଇବଲ)
ସଂସାରରେ ମନ୍ଦ ବଢ଼ି ବଢ଼ି ଗ୍ଭଲିବ। ଅଧିକାଂଶ ବିଶ୍ୱାସୀ ଲୋକଙ୍କର ପରମେଶ୍ୱରଙ୍କ ପ୍ରେମ ଲୋପ ପାଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬುರ್ಶೆಪಾನ್ ಯೆವ್ಡೆ ಫರ್ಗಟ್ತಾ ಕಿ ಮಟ್ಲ್ಯಾರ್, ಸುಮಾರ್ ಲೊಕಾಂಚೊ ಪ್ರೆಮುಚ್ ಥಂಡ್ ಹೊವ್ನ್ ಜಾತಾ.