Matthew 24:18 — Compare Translations

7 translations compared side by side

Odia - 1840
"ଜମି ରେ ଥିବା ବ୍ଯକ୍ତି ନିଜର ଚାଦର ଆଣିବାକୁ ଫରେି ନଯାଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନ ଯାଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ କ୍ଷେତକୁ ଯାଉଥିବେ, ନିଜର ପୋଷାକ ନେବାକୁ ଘରକୁ ନ ଫେରନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ଚାଦର ନେଇଯିବା ପାଇଁ ଲେଉଟି ନ ଯାଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನ್ ಶೆತಾತ್ ಹಾಯ್ ತೊ ಅಪ್ನಾಚಿ ವೈಲಿ ಅಂಗಿ ಹಾನುಕ್ ಮನುನ್ ಫಾಟಿ ಘರಾಕ್ ಜಯ್‌ನಸ್ತಾನಾ ರ್‍ಹಾಂವ್ದಿತ್.