Matthew 24:26 — Compare Translations

7 translations compared side by side

Odia - 1840
"କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ' ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୁମି ଅଞ୍ଚଳ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖାଜେିବ ପାଇଁ ଜନବିହୀନ ମରୁଭୁମି ଅଞ୍ଚଳକୁ ୟିବନାହିଁ। ବା ସମାନେେ ତୁମ୍ଭକୁ କହି ପାରନ୍ତି: 'ଖ୍ରୀଷ୍ଟ ସହେି କୋଠରୀ ରେ ଅଛନ୍ତି।' କିନ୍ତୁ ତୁମ୍ଭେ ସମାନଙ୍କେୁ ବିଶ୍ବାସ କରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତିʼ, ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରିରେ ଅଛନ୍ତିʼ, ଯଦି ଏହା କହିବେ, ତେବେ ତାହା ବିଶ୍ଵାସ କର ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“‘ଦେଖ, ସେ ମରୁଅଞ୍ଚଳରେ ଅଛନ୍ତି’ ବୋଲି ଯଦି ଲୋକେ କହିବେ, ସେଠିକି ଯାଅ ନାହିଁ। କିମ୍ବା ଯଦି ସେମାନେ କହିବେ, ‘ଦେଖ, ଏଠାରେ ସେ ଲୁଚିଛନ୍ତି’ - ସେମାନଙ୍କୁ ବିଶ୍ୱାସ କର ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
“କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, 'ଦେଖ, ସେ ପ୍ରାନ୍ତରରେ ଅଛନ୍ତି', ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; 'ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି', ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಅಬಕ್ ಕ್ರಿಸ್ತ್ ಡಂಗ್ಳಿತ್ ಹಾಯ್ ಮನುನ್ ಕೊನ್ಬಿ ಸಾಂಗ್ಲ್ಯಾರ್ ತುಮಿ ಜಾವ್‍ನಕಾಶಿ ನಾಹೊಲ್ಯಾರ್: ಅಬಕ್ ತೊ ಭುತ್ತುರ್‍ಲ್ಯಾ ಖೊಲಿತ್ ನಿಪುನ್ ಹಾಯ್ ಮನುನ್ ಸಾಂಗ್ಲ್ಯಾರ್‍ಬಿ ತುಮಿ ವಿಶ್ವಾಸ್ ಕರುನಕಾಸಿ.