Matthew 24:46 — Compare Translations
7 translations compared side by side
Odia - 1840
"ଯେତବେେଳେ ମାଲିକ ଫରେିଆସି ଦେଖିବେ ଯେ ସେ ଚାକରଟିକୁ ଯେଉଁ କାମ ଦଇେଥିଲେ, ସେ ସହେି କାମ ଠିକ୍ ଭାବରେ କରୁଛି, ସେତବେେଳେ ସେ ଚାକରଟି ଉପରେ ବହୁତ ଖୁସି ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମାଲିକ ବିଦେଶରୁ ଫେରିବାବେଳେ ସେହି ଭୃତ୍ୟ ଯଦି ବିଶ୍ୱସ୍ତଭାବେ ତା’ର କର୍ତ୍ତବ୍ୟ ପାଳନ କରୁଥାଏ, ସେ କେଡ଼େ ସୁଖୀ ହେବ!
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ମାଲିକ ଫେରି ଆସି ଦେଖିବେ ଯେ ସେ ଗ୍ଭକରଟିକୁ ଯେଉଁ କାମ ଦେଇଥିଲେ, ସେ ସେହି କାମ ଠିକ୍ ଭାବରେ କରୁଛି, ସେତେବେଳେ ସେ ଗ୍ଭକରଟି ଉପରେ ବହୁତ ଖୁସୀ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
Odia IRV 2017 (ଓଡିଆ ବାଇବେଲ)
ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ನಾಚೊ ಮಾಲಕ್ ಪರ್ತುನ್ ಘರಾಕ್ ಯೆಲ್ಲ್ಯಾ ತನ್ನಾ ಅಪ್ನಾಚೆ ಕಾಮ್ ಕರುಂಗೆತ್ ಹೊತ್ತ್ಯಾ ಸೆವಕಾಚೆ ಕವ್ಡೆ ಬರೆ!