Matthew 24:5 — Compare Translations
7 translations compared side by side
Odia - 1840
"ମୁଁ ତୁମ୍ଭମାନଙ୍କୁ ଏକଥା ଏଥିପାଇଁ କହୁଛି ଯେ, ଅନକେ ଲୋକ ମାେ ନାମ ରେ ଆସିବେ ଓ କହିବେ 'ମୁଁ ନିଜେ ଖ୍ରୀଷ୍ଟ,' ଓ ସମାନେେ ଅନକେ ଲୋକଙ୍କୁ ପଥଭ୍ରଷ୍ଟ କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଅନେକେ ମୋʼ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋ’ ନାମ ନେଇ ଅନେକ ଆସି କହିବେ, ‘ମୁଁ ପରା ମସୀହ’। ଏହା କହି ସେମାନେ ଅନେକଙ୍କୁ ଭଣ୍ଡାଇବେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭମାନଙ୍କୁ ଏ କଥା ଏଥିପାଇଁ କହୁଛି ଯେ, ଅନେକ ଲୋକ ମୋ’ ନାମରେ ଆସିବେ ଓ କହିବେ ‘ମୁଁ ନିଜେ ଖ୍ରୀଷ୍ଟ,’ ଓ ସେମାନେ ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
Odia IRV 2017 (ଓଡିଆ ବାଇବେଲ)
କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೈ ಲೊಕಾ ಮಾಜ್ಯಾ ವಿಶಯಾತ್ ಬೊಲ್ತ್ಯಾತ್ ಅನಿ ಮಾಜ್ಯಾ ನಾವಾನ್ ಯೆತಾತ್ ಅನಿ “ಮಿಯಾಚ್ ಕ್ರಿಸ್ತ್!” ಮನುನ್ ಸಾಂಗುನ್ ಲೈ ಲೊಕಾಕ್ನಿ ತೆನಿ ಚುಕ್ ವಾಟೆಕ್ ನ್ಹೆತ್ಯಾತ್.