Matthew 24:50 — Compare Translations
7 translations compared side by side
Odia - 1840
"ଚ଼ାକରଟି ଆଶା କରିନଥିବା ଦିନ ଓ ତାକୁ ଜଣା ନଥିବା ସମୟରେ ସେ ମାଲିକ ଆସି ପହନ୍ଚିେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ତ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ତରେ ତାହାର ପ୍ରଭୁ ଆସିବେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଅପେକ୍ଷା କରୁ ନ ଥିବା ସମୟରେ ହଠାତ୍ ଦିନେ ଯେତେବେଳେ ମାଲିକ ଫେରି ଆସିବେ,
Odia Bible ERV 2004 (ପବିତ୍ର ବାଇବଲ)
ଗ୍ଭକରଟି ଆଶା କରି ନ ଥିବା ଦିନ ଓ ତାକୁ ଜଣା ନ ଥିବା ସମୟରେ ସେ ମାଲିକ ଆସି ପହଞ୍ଚିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ,
Odia IRV 2017 (ଓଡିଆ ବାଇବେଲ)
ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟରେ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಜವಾಬ್ದಾರಿಚ್ಯಾ ಆಳಾನ್ ಮಾಲಿಕ್ ಯೆತಾ ಮನುನ್ ಚಿಂತುನಸಲ್ಲ್ಯಾ ದಿಸಿ ತೆಕಾ ಗೊತ್ತ್ ನಸಲ್ಲ್ಯಾ ಎಳಾರ್ ತೊ ಯೆತಾ.