Matthew 25:10 — Compare Translations

7 translations compared side by side

Odia - 1840
" ତେଣୁ ପାଞ୍ଚଜଣ ଯାକ ବୋକୀ ଝୀଅ ତଲେ କିଣିବାକୁ ଚ଼ାଲିଗଲେ। ସମାନେେ ଚ଼ାଲିଗଲାପରେ ବର ଆସିଲେ। ଯେଉଁ ଚ଼ତୁର ଝିଅଯାକ ପ୍ରସ୍ତୁତ ଥିଲେ, ସମାନେେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ଵାର ବନ୍ଦ କରାଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ବୁଦ୍ଧିହୀନା କୁମାରୀମାନେ ତେଲ କିଣିବାକୁ ବାହାରିଲେ। ସେମାନେ ଚାଲିଯିବା ପରେ ବର ଆସି ପହଞ୍ଚିଲେ। ପ୍ରସ୍ତୁତ ଥିବା ପାଞ୍ଚଜଣ କୁମାରୀ ତାଙ୍କ ସହିତ ବିବାହ ଭୋଜିକୁ ଯିବା ପରେ ଦ୍ୱାର ବନ୍ଦ ହୋଇଗଲା।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା’ପରେ କବାଟରେ ତାଲା ପଡ଼ିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ 'ବର' ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ಬುದ್ದ್ ನಸಲ್ಲ್ಯಾ ಪಾಂಚ್ ಧೆಡ್ನಿಯಾ ಇಕ್ತಲ್ಯಾಂಚ್ಯಾಕ್ನಾ ತೆಲ್ ಇಕಾತ್ ಮನುನ್ ಗೆಲ್ಯಾನಿ: ತವ್ಡ್ಯಾಕ್ ಮಟ್ಲ್ಯಾರ್ ನ್ಹವ್ರೊ ಯೆಲೊ, ಅನಿ ತಯಾರ್ ಹೊತ್ತೆ ಸಗ್ಳೆ ಜಾನಾ ತೆಚ್ಯಾ ವಾಂಗ್ಡಾ ಲಗ್ನಾಚ್ಯಾ ಘರಾತ್ ಭುತ್ತುರ್ ಗುಸ್ಲೆ ಮಾನಾ ದಾರ್ ಧಾಪ್ಲೆ.