Matthew 25:11 — Compare Translations
7 translations compared side by side
Odia - 1840
"ସହେି ସମୟରେ ବାକିତକ ଝିଅ ପହନ୍ଚିଲେ। ସମାନେକହେିଲେ, 'ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ଵାର ଫିଟାଇ ଦିଅନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ପରେ ଅନ୍ୟ କୁମାରୀମାନେ ସେଠାକୁ ଆସିଲେ। ‘ଆଜ୍ଞା, ଦ୍ୱାର ଖୋଲନ୍ତୁ; ଆମେ ଭିତରକୁ ଯିବୁ’ ବୋଲି ସେମାନେ ପାଟି କଲେ।
Odia Bible ERV 2004 (ପବିତ୍ର ବାଇବଲ)
“ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇଦିଅନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ಹುರಲ್ಲ್ಯಾ ಪಾಂಚ್ ಧೆಡ್ನಿಯಾ ಯೆಲ್ಯಾ ಅನಿ,ಸಾಯ್ಬಾನು, ಸಾಯ್ಬಾನು! ದಾರ್ ಉಗ್ಡಾ! ಮನುನ್ ಮೊಟ್ಯಾನ್ ಬಲ್ವುಲ್ಯಾನಿ.