Matthew 25:28 — Compare Translations

7 translations compared side by side

Odia - 1840
"ତାପରେ ମାଲିକ ତାହାଙ୍କର ଅନ୍ୟ ଚ଼ାକରମାନଙ୍କୁ କହିଲେ, ' ସହେି ଚ଼ାକରଠାରୁ ଟଙ୍କାର ଥଳିଟି ନଇେ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦଇଦେିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଏହାଠାରୁ ଏହି ତୋଡ଼ା ଘେନିଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା କହି ମାଲିକ ଆଦେଶ ଦେଲେ, ‘ଏହି ଭୃତ୍ୟ ହାତରୁ ଏହି ଟଙ୍କା କାଢ଼ିନେଇ ଯାହା ହାତରେ ଦଶ ହଜାର ଅଛି, ତାକୁ ଦେଇଦିଅ।
Odia Bible ERV 2004 (ପବିତ୍ର ବାଇବଲ)
“ତା’ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಕ್ಡೆ ಹೊತ್ತೆ ಪೈಸೆ ಕಾಡುನ್ ಘೆವಾ, ಅನಿ ಧಾ ಹಜಾರ್ ಸೊನ್ಯಾಚ್ಯಾ ಗಾಲಿಯಾ ಹೊತ್ತ್ಯಾಕ್ ದಿವಾ. ಮಟ್ಲ್ಯಾನ್.