Matthew 25:30 — Compare Translations
7 translations compared side by side
Odia - 1840
"ତା'ପରେ ମାଲିକ କହିଲେ, ' ସେ ଅଦରକାରୀ ଚ଼ାକରକୁ ବାହା ରେ ଅନ୍ଧକାର ରେ ପକଇେ ଦିଅ। ସଠାେରେ ଲୋକମାନେ କାନ୍ଦିବେ ଏବଂ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରିବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଅଯୋଗ୍ୟ ଭୃତ୍ୟକୁ ବାହାର ଅନ୍ଧକାରକୁ ନେଇଯାଅ। ସେଠାରେ ସେ ରୋଦନ କରି ଦାନ୍ତ କଡ଼ମଡ଼ କରୁଥାଉ।’
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ମାଲିକ କହିଲେ, ‘ସେ ଅଦରକାରୀ ଗ୍ଭକରକୁ ବାହାରେ ଅନ୍ଧକାରରେ ପକେଇ ଦିଅ। ସେଠାରେ ଲୋକମାନେ କାନ୍ଦିବେ ଏବଂ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରିବେ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।’”
Odia IRV 2017 (ଓଡିଆ ବାଇବେଲ)
ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಕಾಮಾಕ್ ಯೆವ್ ನಸಲ್ಲ್ಯಾ ಆಳಾಕ್ ಭಾಯ್ರ್ ಕಾಳ್ಕಾತ್ ಢಕ್ಲುನ್ ಘಾಲಾ; ಥೈ ತೊ ಬೊಬ್ ಮಾರ್ತಾ ಅನಿ ತರಾಸಾನ್ ದಾತಾ ಚಾವ್ತಾ. ಮನುನ್ ಸಾಂಗಟ್ಲ್ಯಾನ್.