Matthew 25:39 — Compare Translations
7 translations compared side by side
Odia - 1840
"କେତବେେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥା ରେ ବା କାରାଗାର ରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନଇେଥିଲୁ?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, କେବେ ଆପଣଙ୍କୁ ପୀଡ଼ିତ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
Odia BSI (ପବିତ୍ର ବାଇବଲ (CL) NT (BSI))
କେବେ ଆପଣଙ୍କୁ ଅସୁସ୍ଥ ବା ବନ୍ଦୀ ଅବସ୍ଥାରେ ଦେଖି ଆପଣଙ୍କୁ ସଙ୍ଖୁଳିଛୁ?’
Odia Bible ERV 2004 (ପବିତ୍ର ବାଇବଲ)
କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
Odia IRV 2017 (ଓଡିଆ ବାଇବେଲ)
ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕನ್ನಾ ಅಮಿ ತಿಯಾ ಶಿಕ್ ಹೊತ್ತೆ ಬಗುನ್, ಅನಿ ಬಂದಿಖಾನ್ಯಾತ್ ಹೊತ್ತೆ ಬಗುನ್ ತುಕಾ ಭೆಟುಕ್ ಯೆಲ್ಲಾವ್? ಮನುನ್ ಜಬಾಬ್ ದಿತ್ಯಾತ್.