Matthew 25:43 — Compare Translations
7 translations compared side by side
Odia - 1840
"ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମାେତେ କିଛି ପିଇବାକୁ ଦଇେ ନଥିଲ। ମୁଁ ଏକୁଟିଆ ଘରଠାରୁ ଦୂର ରେ ଥିଲି, କିନ୍ତୁ ତୁମ୍ଭେ ମାେତେ ଘର ଭିତରକୁ ଡ଼ାକିଲ ନାହିଁ, ମାରେ ଲୁଗାପଟା ନଥିଲା, ମାେତେ ତୁମ୍ଭେ ପିନ୍ଧିବାକୁ କିଛି ଦଇେ ନଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାର ରେ ଥିଲି ଓ ତୁମ୍ଭେ ମାେ ପାଇଁ ଚିନ୍ତା କରି ନଥିଲ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ପୀଡ଼ିତ ଓ କାରାଗାରସ୍ଥ ଥିଲି, ମୋତେ ସଂଖୋଳିଲ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଅପରିଚିତ ଥିବାବେଳେ ମୋର ଆତିଥ୍ୟ କରି ନାହଁ। ମୁଁ ଉଲଗ୍ନ ଥିବାବେଳେ ବସ୍ତ୍ର ପିନ୍ଧାଇ ନାହଁ। ଅସୁସ୍ଥ ଓ ବନ୍ଦୀ ଅବସ୍ଥାରେ ଥିବାବେଳେ ମୋର ଯତ୍ନ ନେଇ ନାହଁ।’
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಪರ್ದೆಶಿ ಹೊತ್ತೊ ತನ್ನಾ ತುಮಿ ಮಾಕಾ ತುಮ್ಚ್ಯಾ ಘರಾತ್ನಿ ಅಸ್ರೊ ದಿವ್ಕನ್ಯಾಶಿ, ಮಿಯಾ ನಾಗ್ಡೊ ಹೊತ್ತೊ ತನ್ನಾ ತುಮಿ ಮಾಕಾ ನೆಸುಕ್ ಕಪ್ಡೆ ದಿವ್ಕನ್ಯಾಶಿ. ಶಿಕ್ ಹೊತ್ತೊ ಅನಿ ಬಂದಿಖಾನ್ಯಾತ್ ಹೊತ್ತೊ ತನ್ನಾ ತುಮಿ ಮಾಜಿ ಕಾಳ್ಜಿ ಕರುಕ್ನ್ಯಾಶಿ. ಮನುನ್ ಸಾಂಗ್ತಾ.