Matthew 25:5 — Compare Translations

7 translations compared side by side

Odia - 1840
"ବରର ଆସିବା ଡ଼ରେି ହାଇଗେଲା। ସବୁ ଝିଅଯାକ କ୍ଲାନ୍ତ ହାଇେ ଶଷେ ରେ ଶୋଇ ପଡ଼ିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବରଙ୍କ ଆସିବାର ବିଳମ୍ଵ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର ଆସିବାରେ ବିଳମ୍ବ ହେବାରୁ କୁମାରୀମାନେ ଢ଼ୁଳେଇ ଢ଼ୁଳେଇ ଶୋଇ ପଡ଼ିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ।
Odia IRV 2017 (ଓଡିଆ ବାଇବେଲ)
ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ನ್ಹವ್ರೊ ಯೆವ್ಕ್ ಎಳ್ ಹೊಲ್ಲ್ಯಾಕ್ ತೆನಿ ಸಗ್ಳೆ ಜಾನಾ ಝೆಮುನ್ಗೆತ್-ಝೆಮುನ್ಗೆತ್ ನಿಜುನ್ ಪಡ್ಲ್ಯಾನಿ.