Matthew 26:25 — Compare Translations
7 translations compared side by side
Odia - 1840
"ତା'ପରେ ୟିହୂଦା, ୟିଏ ତାହାଙ୍କୁ ଶତୃମାନଙ୍କୁ ଧ ରଇେ ଦବୋକୁ ଯାଉଥିଲା, କହିଲା ଗୁରୁ, ସେ କ'ଣ ମୁଁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ଯେଉଁ ଯିହୁଦା ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ଯୀଶୁ ତାହାକୁ କହିଲେ, ତୁମ୍ଭେ କହିଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଶ୍ୱାସଘାତକ ଯିହୂଦା ଉଠି ପଚାରିଲା, “ଗୁରୁ, ମୋତେ ଆପଣ ଲକ୍ଷ୍ୟ କରି କହୁ ନାହାନ୍ତି ତ!” ଯୀଶୁ ତାକୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?” ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ସେ ତାହାକୁ କହିଲେ, “ତୁମ୍ଭେ କହିଅଛ।”
Odia IRV 2017 (ଓଡିଆ ବାଇବେଲ)
ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କ'ଣ ମୁଁ? ସେ ତାହାକୁ କହିଲେ, ତୁମ୍ଭେ କହିଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸ್ ಘಾತ್ ಕರ್ತಲೊ ಜುದಾಸ್ ಬೊಲುಲಾಲೊ ಅನಿ “ಗುರುಜಿ, ಖರೆಬಿ ಮಿಯಾ ತರ್ ನ್ಹಯ್, ನ್ಹಯ್ ತೊ?” ಮನುನ್ ಜೆಜುಕ್ ಇಚಾರ್ಲ್ಯಾನ್. ತನ್ನಾ ಜೆಜುನ್, “ತಿಯಾ ಸಾಂಗ್ಲೆ ತಸೆಚ್.” ಮನುನ್ ಜಬಾಬ್ ದಿಲ್ಯಾನ್.