Matthew 26:48 — Compare Translations
7 translations compared side by side
Odia - 1840
"ୟିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନଇେ ଦବୋ ପାଇଁ ଗୋଟିଏ ସଙ୍କତେ ବତଇେ ଦେଲେ। ସେ କହିଲେ, ମୁଁ ଯାହାକୁ ଚୁମ୍ବନ କରିବି, ସେ ସହେି ଲୋକ। ତାକୁ ବନ୍ଦୀ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ଵନ କରିବି, ସେ ସେହି, ତାହାଙ୍କୁ ଧରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଶ୍ୱାସଘାତକ ଯିହୁଦା ସେମାନଙ୍କୁ ଗୋଟିଏ ସଙ୍କେତ ଦେବା ପାଇଁ ଠିକ୍ କରିଥିଲା। ସେ ସେମାନଙ୍କୁ କହିଥିଲା, ‘ଯେଉଁ ବ୍ୟକ୍ତିଙ୍କୁ ମୁଁ ଚୁମ୍ବନ ଦେବି, ତାଙ୍କୁ ମୁଁ ତୁମେ ଖୋଜୁଛ। ତାଙ୍କୁ ଧର।”
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ବତେଇ ଦେଲେ। ସେ କହିଲେ, “ମୁଁ ଯାହାକୁ ଚୁମ୍ବନ କରିବି, ସେ ସେହି ଲୋକ। ତାକୁ ବନ୍ଦୀ କରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಘಾತಾನ್ ಧರುನ್ ದಿತಲ್ಯಾನ್. "ಮಿಯಾ ಕೊನಾಕ್ ಉಪ್ಪಾ ದಿತಾ ತೊಚ್ ತೊ ತೆಕಾ ತುಮಿ ಧರಾ." ಮನುನ್ ಎಕ್ ವಳಕ್ ಅದ್ದಿಚ್ ತೆಂಕಾ ದಿಲ್ಲ್ಯಾನ್.