Matthew 26:60 — Compare Translations

7 translations compared side by side

Odia - 1840
"କିନ୍ତୁ ଯଦିଓ ଅନକେ ମିଛ ସାକ୍ଷୀ ଆଗକୁ ଆସି ମିଛ ରେ ସାକ୍ଷ୍ଯ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ଯୁଦଣ୍ଡ ଦବୋ ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶଷେ ରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଅନେକ ମିଥ୍ୟାସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । କିନ୍ତୁ ଶେଷରେ ଦୁଇଜଣବାହାରି କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ। ଶେଷରେ ଦୁଇଜଣ ଉଠିପଡ଼ି
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯଦିଓ ଅନେକ ମିଛ ସାକ୍ଷୀ ଆଗକୁ ଆସି ମିଛରେ ସାକ୍ଷ୍ୟ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶେଷରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ,
Odia IRV 2017 (ଓଡିଆ ବାଇବେଲ)
ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ । ଶେଷରେ ଦୁଇ ଜଣ ବାହାରି କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತೆಂಕಾ ಎಕ್‍ಬಿ ಸಾಕ್ಷಿ ಗಾವುಕ್ನಾ; ಜಾಲ್ಯಾರ್‍ಬಿ ಲೈ ಲೊಕಾ ತೆಚ್ಯಾ ವಿಶಯಾತ್ ಝುಟ್ಯಾ ಸಾಕ್ಷಿಯಾ ಸಾಂಗುಕ್ ಫಿಡೆ ಯೆಲಿ. ಆಕ್ರಿಕ್ ದೊಗೆ ಫಿಡೆ ಯೆವ್ನ್,