Matthew 26:62 — Compare Translations
7 translations compared side by side
Odia - 1840
"ତା'ପରେ ମହାୟାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଚ଼ାରିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଯାହା ଅଭି ଯୋଗ କଲେ ତାର ତୁମ୍ଭେ କିଛି ଉତ୍ତର ଦବେ କି? ଏ ଲୋକମାନେ କ'ଣ ସତ୍ଯ କହୁଛନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଧାନ ପୁରୋହିତ ଛିଡ଼ାହୋଇ ଯୀଶୁଙ୍କୁ ପଚାରିଲେ, “ଏହି ଅଭିଯୋଗ ଖଣ୍ଡନ କରିବାକୁ ତୁମର କ’ଣ କିଛି କହିବାର ଅଛି?”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ମହାଯାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଗ୍ଭରିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଯାହା ଅଭିଯୋଗ କଲେ ତା’ର ତୁମ୍ଭେ କିଛି ଉତ୍ତର ଦେବ କି? ଏ ଲୋକମାନେ କ’ଣ ସତ୍ୟ କହୁଛନ୍ତି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
Odia IRV 2017 (ଓଡିଆ ବାଇବେଲ)
ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କ'ଣ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮಹಾಯಾಜಕ್ ಇಬೆ ರ್ಹಾಲೊ ಅನಿ,“ ಹೆನಿ ತುಜೆ ವರ್ತಿ ಘಾಲ್ತಲ್ಯಾ ಹ್ಯಾ ಅಪ್ವಾದಾಚ್ಯಾ ವಿಶಯಾತ್ ತಿಯಾ ಕಾಯ್ಬಿ ಸಾಂಗಿನೆಯ್ ಕಾಯ್?” ಮನುನ್ ಇಚಾರ್ಲ್ಯಾನ್.