Matthew 26:66 — Compare Translations
7 translations compared side by side
Odia - 1840
"ସମାନେେ କହିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ତର ଯୋଗ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏ ବିଷୟରେ ତୁମ୍ଭମାନଙ୍କର ମତ କଅଣ?” ସେମାନେ ଉତ୍ତର ଦେଲେ, “ସେ ଅପରାଧୀ, ସେ ମୃତ୍ୟୁଦଣ୍ଡର ଯୋଗ୍ୟ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ କହିଲେ, “ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ।
Odia IRV 2017 (ଓଡିଆ ବାଇବେଲ)
ଆପଣମାନଙ୍କର ମତ କ'ଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ, “ಹೆಕಾ ತುಮಿ ಕಾಯ್ ಮನ್ತ್ಯಾಶಿ?” ಮನುನ್ ಇಚಾರ್ಲ್ಯಾನ್. ತನ್ನಾ ತೆನಿ, “ತೊ ಎಕ್ ಚುಕಿದಾರ್, ತೆಕಾ ಮರ್ನಾಚಿ ಶಿಕ್ಷಾ ಹೊವ್ಕುಚ್ ಪಾಜೆ.” ಮನುನ್ ಜಬಾಬ್ ದಿಲ್ಯಾನಿ.