Matthew 26:7 — Compare Translations
7 translations compared side by side
Odia - 1840
"ଯୀଶୁ ସଠାେରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖ ରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ର ରେ ବହୁ ମୂଲ୍ଯବାନ ମୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢ଼ାଳି ଦଲୋ। ସେତବେେଳେ ଯୀଶୁ ଖାଉଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ଘେନି ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶିମୋନ ଘରେ ଯୀଶୁ ଭୋଜନରେ ବସିଥିବାବେଳେ ଜଣେ ସ୍ତ୍ରୀ ଲୋକ ଗୋଟିଏ ଧଳା ପଥର ପାତ୍ରରେ ମୂଲ୍ୟବାନ ସୁଗନ୍ଧି ତୈଳ ପୂର୍ଣ୍ଣ କରି ଯୀଶୁଙ୍କ ମୁଣ୍ଡ ଉପରେ ଢ଼ାଳି ଦେଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
Odia IRV 2017 (ଓଡିଆ ବାଇବେଲ)
ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಜೆವಾನ್ ಕರುನ್ಗೆತ್ ಬಸಲ್ಲ್ಯಾ ತನ್ನಾ ಎಕ್ ಬಾಯ್ಕೊಮಾನುಸ್ ಲೈ ಮ್ಹಾಗ್ರೆ ಬರಿ ವಾಸ್ ಯೆತಲೆ ತೆಲ್ ಅಲಾಬಾಸ್ಟರ್ ಮನ್ತಲ್ಯಾ ಗುಂಡ್ಯಾನಿ ಕರಲ್ಲ್ಯಾ ಭರ್ನಿ ಘೆವ್ನ್ ಯೆಲಿ ಅನಿ ತೆ ತೆಲ್ ಜೆಜುಚ್ಯಾ ಟಕ್ಲ್ಯಾ ವರ್ತಿ ವೊತ್ಲಿನ್.