Matthew 26:70 — Compare Translations
7 translations compared side by side
Odia - 1840
"କିନ୍ତୁ ପିତର ଏକଥା ସମସ୍ତଙ୍କ ଆଗ ରେ ଅସ୍ବୀକାର କଲେ। ସେ କହିଲେ, ତୁମ୍ଭେ କେଉଁ ବିଷୟ ରେ କହୁଛ ତାହା ମୁଁ ଜାଣେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ଵୀକାର କରି କହିଲେ, ତୁମ୍ଭେ କଅଣ କହୁଛ, ମୁଁ ଜାଣେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପିତର ସମସ୍ତଙ୍କ ସମ୍ମୁଖରେ ଏକଥା ଅସ୍ୱୀକାର କରି କହିଲେ, “ତୁମେ କଅଣ କହୁଛ, ମୁଁ ବୁଝି ପାରୁ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କ'ଣ କହୁଛ, ମୁଁ ଜାଣେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪೆದ್ರುನ್ ತಿರಸ್ಕಾರ್ ಕರುನ್, “ತಿಯಾ ಖಚ್ಚ್ಯಾ ವಿಶಯಾತ್ ಬೊಲುಲೆಯ್ ಮನುನ್ ಮಾಕಾ ಗೊತ್ತ್ ನಾ.” ಮನುನ್ ಜಬಾಬ್ ದಿಲ್ಯಾನ್.