Matthew 26:9 — Compare Translations
7 translations compared side by side
Odia - 1840
"ଏ ଅତରତକ ଅନକେ ଟଙ୍କା ରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରୀବମାନଙ୍କ ମଧିଅରେ ବଣ୍ଟା ଯାଇ ପାରିଥାନ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ସୁଗନ୍ଧି ତୈଳ ବହୁତ ଟଙ୍କାରେ ବିକ୍ରୀ ହୋଇ ପାରିଥାଆନ୍ତା ଓ ସେହି ଧନ ଗରିବମାନଙ୍କୁ ଦାନ କରାଯାଇ ପାରିଥାଆନ୍ତା।”
Odia Bible ERV 2004 (ପବିତ୍ର ବାଇବଲ)
ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।
Odia IRV 2017 (ଓଡିଆ ବାଇବେଲ)
ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ತೆಲ್ ಜಾಸ್ತಿ ಪೈಸ್ಯಾಕ್ನಿ ಇಕುನ್ ತೆ ಪೈಸೆ ಗರಿಬಾಕ್ನಿ ದಿಲ್ಯಾರ್ ಹೊಯ್ ಹೊತ್ತೆ ನ್ಹಯ್!” ಮನುನ್ ಇಚಾರ್ಲ್ಯಾನಿ.