Matthew 27:17 — Compare Translations

7 translations compared side by side

Odia - 1840
"ତେଣୁ ଯେତବେେଳେ ସବୁଲୋକେ ଏକାଠି ଜମା ହେଲେ, ସେତବେେଳେ ପୀଲାତ ସମାନଙ୍କେୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ଯରୁ କାହାକୁ ମୁକ୍ତ କରିବାକୁ ଚାହୁଁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସମବେତ ଜନତାକୁ ପିଲାତ ପଚାରିଲେ, “ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମମାନଙ୍କର ଇଚ୍ଛା?”
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ଯେତେବେଳେ ସବୁଲୋକେ ଏକାଠି ଜମା ହେଲେ, ସେତେବେଳେ ପୀଲାତ ସେମାନଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାର‌‌‌‌‌ବ୍‌‌‌‌‌ବା ଓ ଯୀଶୁଙ୍କ ମଧ୍ୟରୁ କାହାକୁ ମୁକ୍ତ କରିବାକୁ ଗ୍ଭହୁଁଛ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ?
Odia IRV 2017 (ଓଡିଆ ବାଇବେଲ)
ଅତଏବ, ସେମାନେ ଏକତ୍ର ହୋଇଥିବା ସମୟରେ ପୀଲାତ ସେମାନଙ୍କୁ ପଚାରିଲେ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିଦେବା ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ? ବାରବ୍ବାକୁ, ନା ଯାହାକୁ ଖ୍ରୀଷ୍ଟ ବୋଲି କହନ୍ତି, ସେହି ଯୀଶୁକୁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ಲೊಕಾ ಥೈ ಜಮಾ ಹೊಲ್ಲ್ಯಾ ತನ್ನಾ, ಪಿಲಾತಾನ್ ತೆಂಕಾ, “ತುಮ್ಚ್ಯಾಸಾಟ್ನಿ ಮಿಯಾ ಕೊನಾಕ್ ಸೊಡುನ್ ದಿವ್ಚೆ? ಬಾರಾಬ್ಬಾಸಾಕ್ ಕಾಯ್ ಕ್ರಿಸ್ತ್ ಮನ್ತಲ್ಯಾ ಜೆಜುಕ್ ಸೊಡುನ್ ದಿವ್ಚೆ?” ಮನುನ್ ಇಚಾರ್‍ಲ್ಯಾನ್.