Matthew 27:21 — Compare Translations
7 translations compared side by side
Odia - 1840
"ରାଜ୍ଯପାଳ ପୀଲାତ ପଚ଼ାରିଲେ, ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ଯରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦବୋ ତୁମ୍ଭମାନେେ ଚାହୁଁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କର ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିଲାତ ପୁଣି ପଚାରିଲେ, “ଏ ଦୁହିଙ୍କ ମଧ୍ୟରୁ ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମ୍ଭମାନଙ୍କର ଇଚ୍ଛା?” ସେମାନେ ଉତ୍ତର ଦେଲେ, “ବାରବ୍ବା”।
Odia Bible ERV 2004 (ପବିତ୍ର ବାଇବଲ)
ରାଜ୍ୟପାଳ ପୀଲାତ ପଗ୍ଭରିଲେ, “ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ୟରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦେବା ତୁମ୍ଭେମାନେ ଗ୍ଭହୁଁଛ?” ସେମାନେ କହିଲେ, “ବାରବ୍ବା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ଶାସନକର୍ତ୍ତା ସେମାନଙ୍କୁ ଉତ୍ତର ଦେଲେ, ଆମ୍ଭେ ଏ ଉଭୟଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ କାହାକୁ ମୁକ୍ତ କରିବା ବୋଲି ତୁମ୍ଭମାନଙ୍କ ଇଚ୍ଛା? ସେମାନେ କହିଲେ, ବାରବ୍ବାକୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪಿಲಾತಾನ್ ಲೊಕಾಂಚ್ಯಾ ತಾಂಡ್ಯಾಕ್, “ಹ್ಯಾ ದೊಗ್ಯಾನಿತ್ಲ್ಯಾ ಕೊನಾಕ್ ತುಮ್ಚ್ಯಾಸಾಟ್ನಿ ಸೊಡುನ್ ದಿವ್ಚೆ ಮನ್ತ್ಯಾಶಿ?” ಮನುನ್ ಇಚಾರ್ಲ್ಯಾನ್. ತನ್ನಾ ತೆನಿ, “ಬಾರಾಬ್ಬಾಸಾಕ್” ಮನುನ್ ಜಬಾಬ್ ದಿಲ್ಯಾನಿ.