Matthew 27:47 — Compare Translations

7 translations compared side by side

Odia - 1840
"ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଖରେ ଠିଆ ହୋଇଥିବା କେତେକ ଏହା ଶୁଣି କହିଲେ, “ସେ ଏଲିୟଙ୍କୁ ଡ଼ାକୁଛି।”
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ଠିଆହୋଇଥିବା କେତେକ ଲୋକ ଏ କଥା ଶୁଣିଲେ ଓ କହିଲେ, “ସେ ଏଲିୟଙ୍କୁ ଡାକୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲୀୟଙ୍କୁ ଡାକୁଅଛି।
Odia IRV 2017 (ଓଡିଆ ବାଇବେଲ)
ଏହା ଶୁଣି ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଏ ଲୋକ ଏଲିୟଙ୍କୁ ଡାକୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈ ಇಬೆ ಹೊತ್ತ್ಯಾ ಉಲ್ಲ್ಯಾನಿ ಹೆ ಆಯ್ಕುನ್, “ತೊ ಎಲಿಯಾಕ್ ಬಲ್ವುಲಾ!” ಮಟ್ಲ್ಯಾನಿ.