Matthew 27:57 — Compare Translations

7 translations compared side by side

Odia - 1840
"ସନ୍ଧ୍ଯା ହବୋ ବଳକେୁ ଯୋଷଫେ ନାମକ ହାରାମଥିଯାର ଜଣେ ଧନୀ ଲୋକ ୟିରୁଶାଲମ ରେ ଆସି ପହନ୍ଚିଲେ। ସେ ମଧ୍ଯ ଯୀଶୁଙ୍କର ଜଣେ ଶିଷ୍ଯ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ନାମକ ଜଣେ ଧନୀ ଲୋକ ଆସି ପହଞ୍ôଚଲେ। ସେ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କୁ କବର ଦିଆଗଲା ସନ୍ଧ୍ୟା ହେବା ବେଳକୁ ଯୋଷେଫ ନାମକ ହାରାମଥିୟାର ଜଣେ ଧନୀ ଲୋକ ଯିରୁଶାଲମରେ ଆସି ପହଞ୍ଚିଲେ। ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ।
Odia IRV 2017 (ଓଡିଆ ବାଇବେଲ)
ବେଳ ଗଡ଼ିଆସନ୍ତେ, ଯୋଷେଫ ନାମକ ହାରାମାଥୀୟାର ଜଣେ ଧନୀ ଲୋକ ଆସିଲେ, ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ ହୋଇଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಂಜ್ ಹೊವ್ನಗೆತ್ ಯೆಲ್ಲ್ಯಾ ತನ್ನಾ ಅರೆಮಾತಿಯಾ ಮನ್ತಲ್ಯಾ ಗಾಂವಾಚೊ ಎಕ್ ಸಾವ್ಕಾರ್ ಮಾನುಸ್ ಥೈ ಯೆಲೊ, ತೆಚೆ ನಾವ್ ಜುಜೆ. ಅನಿ ತೊ ಎಕ್ ಜೆಜುಚೊ ಶಿಸ್ ಹೊವ್ನ್ ಹೊತ್ತೊ.