Matthew 27:65 — Compare Translations

7 translations compared side by side

Odia - 1840
"ପୀଲାତ ସମାନଙ୍କେୁ କହିଲେ, ତୁମ୍ଭେ ପହରା ପାଇଁ ସୈନ୍ଯ ନଇଯାେଇପାର। ତୁମ୍ଭେ ଯଭେଳି ଭଳ ଭାବୁଛ, ଯାଅ ଓ ସହେିପରି କବରସ୍ଥାନକୁ ପହରା ଦଇେ ନିରାପଦ ରେ ରଖ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷିତ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିଲାତ ଉତ୍ତର ଦେଲେ, “ଦଳେ ପ୍ରହରୀକୁ ନେଇଯାଅ ଓ ସେହି କବରକକୁ ଯଥାସାଧ୍ୟ ସୁରକ୍ଷା କର।”
Odia Bible ERV 2004 (ପବିତ୍ର ବାଇବଲ)
ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେ ପହରା ପାଇଁ ସୈନ୍ୟ ନେଇ ଯାଇପାର। ତୁମ୍ଭେ ଯେଭଳି ଭଲ ଭାବୁଛ, ଯାଅ ଓ ସେହିପରି କବରସ୍ଥାନକୁ ପହରା ଦେଇ ନିରାପଦରେ ରଖ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀ-ଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର।
Odia IRV 2017 (ଓଡିଆ ବାଇବେଲ)
ପୀଲାତ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ପ୍ରହରୀଦଳ ଅଛି, ତୁମ୍ଭେମାନେ ଯାଇ ଯଥାସାଧ୍ୟ ତାହା ସୁରକ୍ଷା କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪಿಲಾತಾನ್, “ರಾಕ್ವಾಲ್ಯಾಕ್ನಿ ಘೆವಾ ಅನಿ ತುಮ್ಕಾ ಕಶೆ ಪಾಜೆ ತಸೆ ಸಮಾದಿಚಿ ರಾಕನ್ ಕರಾ.” ಮಟ್ಲ್ಯಾನ್.