Matthew 27:7 — Compare Translations

7 translations compared side by side

Odia - 1840
"ବାହାରୁ ୟିରୂଶାଲମକୁ ଭ୍ରମଣ ରେ ଆସୁଥିବା ଲୋକମାନଙ୍କ ମୃତ୍ଯୁ ହେଲେ ସମାନଙ୍କେୁ ସମାଧି ଦବୋ ନିମନ୍ତେ ସମାନେେ ଏ ଟଙ୍କା ରେ 'କୁମ୍ଭାର ଜମି' ନାମ ରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଧନକୁ କିପରି ବିନିଯୋଗ କରିବେ, ଏ ସମ୍ପର୍କରେ ଏକ ନିଷ୍ପତ୍ତି କରି ‘କୁମ୍ଭାର କ୍ଷେତ’ ନାମକ ଖଣ୍ଡିଏ ଜମି କିଣିଲେ।
Odia Bible ERV 2004 (ପବିତ୍ର ବାଇବଲ)
ବାହାରୁ ଯିରୁଶାଲମକୁ ଭ୍ରମଣରେ ଆସୁଥିବା ଲୋକମାନଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ସମାଧି ଦେବା ନିମନ୍ତେ ସେମାନେ ଏ ଟଙ୍କାରେ ‘କୁମ୍ଭାର ଜମି’ ନାମରେ ନାମିତ ଜମି ଖଣ୍ଡିଏ କିଣିବାକୁ ସ୍ଥିର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ମନ୍ତ୍ରଣା କରି ବିଦେଶୀମାନଙ୍କର ସମାଧି ନିମନ୍ତେ ସେହି ମୁଦ୍ରାରେ କୁମ୍ଭକାରର କ୍ଷେତ୍ର କିଣିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೆನಿ ಎಕ್ ನಿರ್ದಾರಾಕ್ ಯೆವ್ನ್ ಕುಂಬಾರಾಚೆ ಶೆತ್ ಮನ್ತಲೊ ಜಾಗೊ ಇಕಾತ್ ಘೆಟ್ಲ್ಯಾನಿ, ಅನಿ ಹ್ಯೊ ಜಾಗೊ ದುಸ್ರ್ಯಾ ದೆಸಾತ್ನಾ ಯೆಲ್ಲಿ ಲೊಕಾ ಹ್ಯಾ ದೆಸಾತ್ ಯೆಲ್ಲ್ಯಾ ತನ್ನಾ ಮರ್ಲ್ಯಾರ್ ತೆಂಕಾ ಮಾಟಿ ದಿವ್ಕ್ ವಾಪರ್ತಲೊ ಮನುನ್ ನಿರ್‍ದಾರ್ ಕರ್‍ಲ್ಯಾನಿ.