Matthew 28:11 — Compare Translations
7 translations compared side by side
Odia - 1840
"ଯେତବେେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ଯମାନଙ୍କୁ ଖବର ଦବୋକୁ ଗଲେ, କବର ନିଗଟ ରେ ପହରା ଦେଉଥିବା କେତକେ ଜଗୂଆଳ ନଗରକୁ ଗଲେ ଓ କବର ନିକଟରେ ଯାହା ସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରୁ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟନାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ତ୍ରୀ ଲୋକମାନେ ସେଠାରୁ ଚାଲି ଯାଉଥିବାବେଳେ କବରକୁ ଜଗି ରହିଥିବା ସୈନିକମାନେ ସହରକୁ ଫେରିଯାଇ ମୁଖ୍ୟ ପୁରୋହିତମାନଙ୍କୁ ଏସବୁ ଘଟଣା ଜଣାଇଲେ।
Odia Bible ERV 2004 (ପବିତ୍ର ବାଇବଲ)
ଜଗୁଆଳମାନେ ଯିହୂଦୀ ନେତାମାନଙ୍କୁ ଘଟଣାର ସୂଚନା ଦେଲେ ଯେତେବେଳେ ସ୍ତ୍ରୀଲୋକମାନେ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖବର ଦେବାକୁ ଗଲେ, କବର ନିକଟରେ ପହରା ଦେଉଥିବା କେତେକ ଜଗୁଆଳ ନଗରକୁ ଗଲେ ଓ କବର ନିକଟରେ ଯାହାସବୁ ଘଟିଥିଲା, ସେ ସମସ୍ତ ଖବର ପ୍ରଧାନଯାଜକମାନଙ୍କୁ ଜଣାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀ-ଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଯାଉଥିବା ସମୟରେ, ଦେଖ, ପ୍ରହରୀଦଳ ମଧ୍ୟରେ କେତେକ ଜଣ ନଗରକୁ ଯାଇ ସେହି ସମସ୍ତ ଘଟଣାର ବିବରଣ ପ୍ରଧାନ ଯାଜକମାନଙ୍କୁ ଜଣାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಬಾಯ್ಕಾಮನ್ಸಾ ಗೆಲ್ಲ್ಯಾ ತನ್ನಾ ಸಮಾದಿ ರಾಕುಕ್ ಹೊತ್ತ್ಯಾ ರಾಕ್ವಾಲ್ಯಾನಿತ್ಲೆ ಉಲ್ಲೆ ಜಾನಾ ಶಾರಾತ್ ಗೆಲೆ ಅನಿ ಹಿತ್ತೆ ಚಲಲ್ಲೆ ಸಗ್ಳೆ ಮುಖ್ಯ ಯಾಜಕಾಕ್ನಿ ಸಾಂಗಟ್ಲ್ಯಾನಿ.