Matthew 28:14 — Compare Translations

7 translations compared side by side

Odia - 1840
"ରାଜ୍ଯପାଳ ଯଦି ଏକଥା ଶୁଣନ୍ତି, ତବେେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି ଶାସକ ଏକଥା ଶୁଣନ୍ତି ଆମେ ତାଙ୍କୁ ବୁଝାଇ ଦେବୁ ଯେ ତୁମେ ନିର୍ଦ୍ଦୋଷ। ଏ ବିଷୟରେ ତୁମେ ବ୍ୟସ୍ତ ହୁଅ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ରାଜ୍ୟପାଳ ଯଦି ଏ କଥା ଶୁଣନ୍ତି, ତେବେ ଆମ୍ଭେ ତାହାଙ୍କୁ ଠିକ୍ ଭାବରେ ସବୁ ବୁଝାଇ କହିବୁ ଓ ତୁମ୍ଭମାନଙ୍କୁ ଅସୁବିଧାରୁ ରକ୍ଷା କରିବୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଏ କଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଏକଥା ଯେବେ ଶାସନକର୍ତ୍ତାଙ୍କ କର୍ଣ୍ଣଗୋଚର ହୁଏ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ବୁଝାଇ ତୁମ୍ଭମାନଙ୍କୁ ଚିନ୍ତାରୁ ମୁକ୍ତ କରିବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಖಬರ್ ದೆಸಾಚ್ಯಾ ಮೊಟ್ಯಾ ಅದಿಕಾರ್‍ಯಾಚ್ಯಾ ಕಾನಾತ್ ಪಡ್ಲಿ ತರ್, ಹ್ಯಾತುರ್ ತುಮ್ಚಿ ಕಾಯ್ ಚುಕ್ ನಾ ಮನುನ್ ಅಮಿ ತೆಕಾ ಸಮಾದಾನ್ ಕರ್‍ತಾವ್. ಹೆಚ್ಯಾ ವಿಶಯಾತ್ ತುಮ್ಕಾ ಟಕ್ಲೆ ನಾಸ್ವುನ್ ಘೆವ್ಚೆ ಮನುನ್ ನಾ.” ಮನುನ್ ಸಾಂಗ್ಲ್ಯಾನಿ.