Matthew 28:15 — Compare Translations

7 translations compared side by side

Odia - 1840
"ସୈନ୍ଯମାନେ ଟଙ୍କାତକ ନେଲେ। ସମାନଙ୍କେୁ ଯେପରି କରିବାକୁ ଶିଖାଯାଇଥିଲା, ସମାନେେ ତାହାହିଁ କଲେ। ଏବଂ ଏକଥାଟି ଆଜି ପର୍ୟ୍ଯନ୍ତ ମଧ୍ଯ ଯିହୂଦୀମାନଙ୍କ ମଧିଅରେ ପ୍ରଚ଼ଳିତ ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରହରୀମାନେ ଟଙ୍କା ନେଇ ସେମାନଙ୍କୁ କୁହାଯାଇଥିବା ଅନୁଯାୟୀ କାର୍ଯ୍ୟ କଲେ। ସେମାନେ ସେତେବେଳେ ଯାହା କହିଲେ, ଇହୁଦୀମାନେ ଆଜି ପର୍ଯ୍ୟନ୍ତ ସେହି କଥା ପ୍ରଚାର କରୁଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସୈନ୍ୟମାନେ ଟଙ୍କାତକ ନେଲେ। ସେମାନଙ୍କୁ ଯେପରି କରିବାକୁ ଶିଖାଯାଇଥିଲା, ସେମାନେ ତାହା ହିଁ କଲେ। ଏବଂ ଏ କଥାଟି ଆଜି ପର୍ଯ୍ୟନ୍ତ ମଧ୍ୟ ଯିହୂଦୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ। ଏଣୁ ଏହି କଥା ଯିହୁଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେମାନେ ଟଙ୍କା ନେଇ ଯେପରି ଶିକ୍ଷା ପାଇଥିଲେ, ସେହିପରି କଲେ । ଏଣୁ ଏହି କଥା ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପିଯାଇ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ರಾಕ್ವಾಲ್ಯಾನಿ ತೆ ಪೈಸೆ ಘೆಟ್ಲ್ಯಾನಿ ಅನಿ ತೆನಿ ತೆಂಕಾ ಸಾಂಗಲ್ಲ್ಯಾ ಸರ್ಕೆಚ್ ಕರ್‍ಲ್ಯಾನಿ. ತೆಚೆಸಾಟ್ನಿಚ್ ಅಜುನ್‍ಬಿ ಜುದೆವ್ ಲೊಕಾ ಹಿಚ್ ಖಬರ್ ಖರಿ ಮನುನ್ ಮಾನುನ್ ಘೆತ್ಯಾತ್.